Sunday, 23 April 2017

OTHERS



କେତେକ ଜାଣିବା କଥା       

Multilingual Education
       ଭାଷା                    ଜିଲ୍ଲା    
ସଉରା
ଗଜପତି ଓ ରାୟଗଡା
ମୁଣ୍ଡା
ମୟୁରଭଂଜ
କିସାନ୍
ସମ୍ବଲପୁର
ମୁଣ୍ଡା
ସୁନ୍ଦରଗଡ
ବଣ୍ଡା
ମାଲକାନଗିରି
କୁଇ
କନ୍ଧମାଳ
କୋୟା
ମାଲକାନଗିରି
କୁଭି
ରାୟଗଡା
ଓରାମ
ସୁନ୍ଦରଗଡ
ଜୁଆଙ୍ଗ
କେନ୍ଦୁଝର












 ଓଡିଶାରଉପରୋକ୍ତ ଜିଲ୍ଲା ଗୁଡ଼ିକରେ ଓଡ଼ିଆ ଭାଷା ବୁଝି ପାରୁ ନଥିବା ଛାତ୍ରଛାତ୍ରୀ ମାନଂକୁ ତାଂକ ନିଜ ଭାଷାରେ ଶିକ୍ଷା ଦିଆ ଯାଏ \ ଯାହାକୁ ବହୁଭାଷୀ ଶିକ୍ଷା ବା Multilingual Education  କୁହାଯାଏ \ ଏଥିପାଇଁ ଓଡିଶା ସରକାରଂକ ଦ୍ବାରା ସ୍ବତନ୍ତ୍ର ପାଠ୍ୟ ପୁସ୍ତକର ବ୍ୟବସ୍ଥା କରାଯାଇଛି \


ଶିକ୍ଷଣ 
    ଆନ୍ତର୍ଜାତୀୟ ଶିକ୍ଷା କମିଶନ -୨୦୦୦ (ଡେଲର୍ସ କମିଶନ)
        Four pillars of learning
Learning to know     -    ଜାଣିବା ପାଇଁ ଶିକ୍ଷଣ
Learning to do          -    କାର୍ଯ୍ୟ କରିବା ପାଇଁ ଶିକ୍ଷଣ 
Learning to live together - ସମବେତ ହୋଇ ରହିବା ପାଇଁ ଶିକ୍ଷଣ
 Learning to be     -   ପରିପୂର୍ଣ ବ୍ୟକ୍ତିତ୍ବ  ହାସଲ ପାଇଁ ଶିକ୍ଷଣ 

ଶିକ୍ଷଣ କାର୍ଯ୍ୟ
                ଶିକ୍ଷଣ କାର୍ଯ୍ୟ ଏକ ଉଦ୍ଦେଶ୍ୟ ପୂର୍ଣ୍ଣ କାର୍ଯ୍ୟ ଯେଉଁଥିରେ ପ୍ରତ୍ୟେକ ଶିକ୍ଷାର୍ଥୀ ସ୍ବତଃସ୍ଫୁର୍ତ୍ତ ଭାବେ ଅଂଶ ଗ୍ରହଣ କରି ଆନନ୍ଦ ଲାଭ କରିଥାନ୍ତି ଓ ସହଜରେ ଶିକ୍ଷଣ ଉପଲବ୍ଧି ହାସଲ କରିପାରନ୍ତି (F C J S)

   ACTIVITY
   F – Focused  - ଲକ୍ଷ୍ୟ କୈନ୍ଦ୍ରିକ
  C – Challenging - ଆହ୍ବାନ ମୂଳକ
  J – Joyful - ଆନନ୍ଦଦାୟୀ
  S – Spontaneous Involvement - ସ୍ବତଃସ୍ଫୁର୍ତ୍ତ ସଂମ୍ପୃକ୍ତି


  ଶିକ୍ଷଣ ଆବର୍ତ୍ତ – Teaching Learning Spiral
ଶିକ୍ଷଣ ଲକ୍ଷ୍ୟ ନିର୍ଦ୍ଧାରଣ – ପାଠ ଯୋଜନା ପ୍ରସ୍ତୁତି – ଶିକ୍ଷାଦାନ – ପରୀକ୍ଷଣ – ପୁନଃ ଶିକ୍ଷାଦାନ - ପୁନଃ ପରୀକ୍ଷଣ\

No comments:

Post a Comment