MY WARDS IN ENGLISH
In education system- Learning
language helps learning other subjects. The easiest language to learn first is
the mother tongue of a learner. So, in ODISHA students should learn
"ODIA" (an Indian language) first.
Matter of regret some ODIA
students who they are reading in the English medium schools / out of states are
not able to speak, read, and write “ODIA” at all. I hope they can learn and
know ODIA from my Blog – “odedu.blogspot.com” or (ODIA SHIKSHANA). Not only the
Odisha students but also the non-odia people who knows English can learn ODIA
from this Blog.
ଇଂରାଜୀ ଅକ୍ଷରର ଓଡ଼ିଆ ରୂପ –ODIA FORM OF ENGLISH LETTERS
A ଅ, ଆ, ଏ ALL , BAR,
AGO
B ବ BAT
C କ, ସ CAT ,
CEMENT
D ଡ,
ଦ DOG , THE
E ଏ,
ଇ EGG , EAR
F ଫ FAT
G ଗ GET
H ହ HAT
I ଇ
PIN
J ଜ
JAM
K କ
KING
L ଳ,
ଲ LEG
M ମ MAN
N ନ NOT
O ଓ,
ଅ MOST , LEMON
P ପ
PEN
Q କ୍ବ QUEEN
R ର RED
S ସ
SIT
T ଟ,
ତ TOP
U ଉ,
ଅ CIRCUS, CUP
V ଭ
VAN
W ବ /
ୱ WILL
X ଏକ୍ସ /ଜ X-RAY, XEROX
Y ୟ
YES
Z ଜ
ZEBRE
..............................................................
ସ୍ବରବର୍ଣ୍ଣ / VOWELS
ଅ a
ଅରଟ
ଆ a /aa ଆଈ
ଇ i / e ଇଗଲ
ଈ ee ଈଷ
ଉ u
ଉଇ
ଊ oo ଊନ
ଋ ru ଋଣ
ଏ e ଏକ
ଐ ai ଐର
ଓ o ଓଟ
ଔ au ଔଷଧ
ବ୍ୟଞ୍ଜନ ବର୍ଣ୍ଣ / CONSONANTS
କ ka/ca କଲମ
ଖ kha ଖଟ
ଗ ga ଗଛ
ଘ gha ଘର
ଙ na ଙ
ଚ cha ଚକ
ଛ chha ଛକ
ଜ ja /za ଜଳ
ଝ jha/zha ଝର
ଞ na ଞ
ଟ ta ଟଗର
ଠ tha ଠକ
ଡ da ଡଗର
ଢ dha କଢ଼
ଣ na ପଣସ
ତ ta ତପ
ଥ tha ରଥ
ଦ da ଦଶ
ଧ dha ଧନ
ନ na ନଈ
ପ pa ପଥର
ଫ pha/fa ଫଳ
ବ ba ବଳଦ
ଭ bha/va ଭବନ
ମ ma ମଟର
ଯ ya/ja ଯମ
ର ra ରଜକ
ଳ la ନଳ
ବ wa ୱ
ଶ sha ଶଗଡ଼
ଷ sha ଷଡ଼
ସ sa ସହର
ହ ha ହଳ
କ୍ଷ ksha କ୍ଷତ
ୟ ya ଗୟଳ
ଲ la ଲବଣ
“ମାତ୍ରା”ର ବ୍ୟବହାର /use of “Matra”
କ ka କଜଳ
କା ka କାଉ
କି ki କିଆ
କୀ kee କୀଟ
କୁ ku କୁକୁର
କୂ koo କୂପ
କୃ kru କୃଷକ
କେ ke କେଶ
କୈ kai କୈଳାସ
କୋ ko କୋଶଳ
କୌ kau କୌରବ
କଂ kan କଂସା
କଃ kah ବାଳକଃ
କଁ kan କେଁ କଟର୍
କ୍ k ଚକ୍
“ଫଳା”ର ବ୍ୟବହାର/use of
“Fhala”
କ୍ୟ kya ବାକ୍ୟ
କ୍ର kra ଚକ୍ର
କ୍ଳ kla ଶୁକ୍ଳପକ୍ଷ
କ୍ଲ kla କ୍ଲାନ୍ତି
କ୍ୱ kwa ପକ୍ୱ
କ୍ନ kna କ୍ନ
କ୍ମ kma ରୁକ୍ମିଣୀ
ର୍କ rka କୋଣାର୍କ
ଯୁକ୍ତାକ୍ଷର /JOINT LETTERS
ଙ + କ = ଙ୍କ nka ପଙ୍କ
ଙ + ଖ = ଙ୍ଖ nkha ଶଙ୍ଖ
ଙ + ଗ = ଙ୍ଗ nga ସଙ୍ଗ
ଙ + ଘ
= ଙ୍ଘ ngha ଜଙ୍ଘ
ଞ + ଚ = ଞ୍ଚ ncha ମଞ୍ଚ
ଞ +
ଛ = ଞ୍ଛ nchha ଲାଞ୍ଛନା
ଞ + ଜ = ଞ୍ଜ nja ଅଞ୍ଜଳି
ଞ + ଝ = ଞ୍ଝ njha ବାଞ୍ଝ
ଣ + ଟ = ଣ୍ଟ nta ଘଣ୍ଟା
ଣ + ଠ = ଣ୍ଠ ntha କଣ୍ଠ
ଣ + ଡ = ଣ୍ଡ nda ମୁଣ୍ଡ
ଣ + ଢ =
ଣ୍ଢ ndha ଷଣ୍ଢ
ନ + ତ =
ନ୍ତ nta ଦାନ୍ତ
ନ + ଥ =
ନ୍ଥ ntha ମନ୍ଥନ
ନ + ଦ = ନ୍ଦ nda ମନ୍ଦିର
ନ + ଧ =
ନ୍ଧ ndha ବନ୍ଧୁକ
ମ + ପ =
ମ୍ପ mpa ପିମ୍ପୁଡି
ମ + ଫ =
ମ୍ଫ mpha ଗୁମ୍ଫା
ମ + ବ = ମ୍ଵ mba ଆମ୍ବ
ମ + ଭ = ମ୍ଭ mbha କୁମ୍ଭୀର
କ + କ = କ୍କ kka ଚିକ୍କଣ
କ + ଟ = କ୍ଟ kta କଲେକ୍ଟର
କ + ତ = କ୍ତ kta ରକ୍ତ
କ + ଷ = କ୍ଷ ksha ପକ୍ଷ
କ + ସ = କ୍ସ ksa ରିକ୍ସା
ଗ + ଗ = ଗ୍ଗ gga ଗୁଗ୍ଗୁଳ
ଗ + ଦ = ଗ୍ଦ gda ବାଗ୍ଦେବୀ
ଗ + ଧ = ଗ୍ଧ gdha ଦୁଗ୍ଧ
ଚ + ଚ = ଚ୍ଚ chcha ଉଚ୍ଚ
ଚ + ଛ = ଚ୍ଛ chchha କଚ୍ଛପ
ଚ + ଞ =ଚ୍ଞ chna ଯାଚ୍ଞ।
ଜ + ଜ = ଜ୍ଜ jja କଜ୍ଜଳ
ଜ + ଝ = ଜ୍ଝ jjha କୁଜ୍ଝଟିକା
ଜ + ଞ
= ଜ୍ଞ jna ବିଜ୍ଞାନ
ଟ + ଟ = ଟ୍ଟ tta ଅଟ୍ଟାଳିକା
ଡ + ଗ = ଡ୍ଗ dga ଖଡ୍ଗ
ଡ + ଡ = ଡ୍ଡ dda ଉଡ୍ଡୟନ
ଣ + ଣ = ଣ୍ଣ nna ବିଷଣ୍ଣ
ତ + କ = ତ୍କ tka ଉତ୍କଳ
ତ + ତ = ତ୍ତ tta ଉତ୍ତାପ
ତ + ଥ = ତ୍ଥ ttha ଅଶ୍ବତ୍ଥ
ତ + ପ = ତ୍ପ tpa ଉତ୍ପଳ
ତ + ସ = ତ୍ସ tsa ସମ୍ବତ୍ସର
ଦ + ଗ = ଦ୍ଗ dga ମୁଦ୍ଗର
ଦ + ଘ = ଦ୍ଘ dgha ଉଦ୍ଘାଟନ
ଦ + ଦ = ଦ୍ଦ dda ଉଦ୍ଦେଶ୍ୟ
ଦ + ଧ = ଦ୍ଧ ddha ଯୁଦ୍ଧ
ଦ + ବ = ଦ୍ବ dba ବୁଦ୍ବୁଦ
ଦ + ଭ = ଦ୍ଭ dbha/dva ସଦ୍ଭାବ
ଦ + ଯ = ଦ୍ଯ dja ଉଦ୍ଯୋଗ
ପ + ତ = ପ୍ତ pta ଗୁପ୍ତ
ପ + ପ = ପ୍ପ ppa ପିପ୍ପଳୀ
ପ + ସ = ପ୍ସ psa ଅପ୍ସରା
ବ + ଜ = ବ୍ଜ bja କୁବ୍ଜ
ବ + ଦ = ବ୍ଦ bda ଶଦ୍ଦ
ବ + ଧ = ବ୍ଧ bdha ଲବ୍ଧ
ବ + ବ = ବ୍ବ bba ତିବ୍ବତ
ମ + ମ = ମ୍ମ mma ସମ୍ମାନ
ଳ + କ = ଳ୍କ lka ବଳ୍କଳ
ଲ + କ = ଲ୍କ lka ଉଲ୍କା
ଲ + ଗ = ଲ୍ଗ lga ଫାଲ୍ଗୁନ
ଳ + ପ = ଳ୍ପ lpa ଗଳ୍ପ
ଳ + ଫ = ଳ୍ଫ lpha /lfa ଗୁଳ୍ଫ
ଳ + ଭ = ଳ୍ଭ lbha /lva ପ୍ରଗଳ୍ଭ
ଲ + ଲ = ଲ୍ଲ lla ପଲ୍ଲବ
ଶ + ଚ = ଶ୍ଚ shcha/scha ପଶ୍ଚିମ
ଶ + ଛ = ଶ୍ଛ shchha/schha
ଦୁଶ୍ଛେଦ୍ୟ
ଷ + କ = ଷ୍କ shka /ska ଶୁଷ୍କ
ଷ + ଟ = ଷ୍ଟ shta /sta କଷ୍ଟ
ଷ + ଠ = ଷ୍ଠ shtha /stha ଷଷ୍ଠ
ଷ + ଣ = ଷ୍ଣ shna /sna କୃଷ୍ଣ
ଷ + ପ = ଷ୍ପ shpa /spa ପୁଷ୍ପ
ଷ + ଫ = ଷ୍ଫ shpha /spha ନିଷ୍ଫଳ
ସ + କ = ସ୍କ ska ନମସ୍କାର
ସ + ଖ = ସ୍ଖ skha ସ୍ଖଳନ
ସ + ତ = ସ୍ତ sta ବିସ୍ତାର
ସ + ଥ = ସ୍ଥ stha ସ୍ଥାପନ
ସ + ପ = ସ୍ପ spa ପରସ୍ପର
ସ + ଫ = ସ୍ଫ spha ଆସ୍ଫାଳନ
କ + ତ + ର = କ୍ତ୍ର ktra ବକ୍ତ୍ର
କ + ଷ + ଣ = କ୍ଷ୍ଣ kshna ତୀକ୍ଷ୍ଣ
କ + ଷ + ମ = କ୍ଷ୍ମ kshma ସୂକ୍ଷ୍ମ
କ + ଷ + ୟ = କ୍ଷ୍ୟ kshya ଲକ୍ଷ୍ୟ
ଙ + କ + ତ = ଙ୍କ୍ତ nkta ପଙକ୍ତି
ଙ + କ + ଷ = ଙ୍କ୍ଷ nksha ଆକାଙ୍କ୍ଷ।
ଜ + ଜ + ବ = ଜ୍ଜ୍ବ jjwa ଉଜ୍ଜ୍ବଳ
ଣ + ଡ + ର = ଣ୍ଡ୍ର ndra ପୁଣ୍ଡ୍ର
ତ + ତ + ବ = ତ୍ତ୍ବ ttwa ତତ୍ତ୍ବ
ତ + ତ + ର = ତ୍ତ୍ର ttra ପୁତ୍ତ୍ର
ତ + ମ + ୟ = ତ୍ମ୍ୟ tmya ମାହାତ୍ମ୍ୟ
ତ + ସ + ନ = ତ୍ସ୍ନ tsna ଜ୍ୟୋତ୍ସ୍ନ।
ତ + ସ + ୟ = ତ୍ସ୍ୟ tsya ମତ୍ସ୍ୟ
ନ + ତ + ୟ = ନ୍ତ୍ୟ ntya ଅନ୍ତ୍ୟ
ନ + ତ + ର = ନ୍ତ୍ର ntra ମନ୍ତ୍ରୀ
ନ + ତ + ବ = ନ୍ତ୍ବ ntwa ସାନ୍ତ୍ବନା
ନ + ଦ + ର = ନ୍ଦ୍ର ndra ଚନ୍ଦ୍ରମା
ନ + ଦ + ବ = ନ୍ଦ୍ବ ndwa ଦ୍ବନ୍ଦ୍ବ
ନ + ଧ + ର = ନ୍ଧ୍ର ndhra ସାନ୍ଧ୍ରତା
ନ + ଧ + ୟ = ନ୍ଧ୍ୟ ndhya ସନ୍ଧ୍ୟା
ନ + ନ + ୟ = ନ୍ନ୍ୟ nnya ସନ୍ନ୍ୟାସୀ
ମ + ପ + ର = ମ୍ପ୍ର mpra ସମ୍ପ୍ରଦାୟ
ମ + ଭ + ର = ମ୍ଭ୍ର mbhra ସମ୍ଭ୍ରାନ୍ତ
ର + ଚ + ଚ = ର୍ଚ୍ଚ rchcha ଅର୍ଚ୍ଚନା
ର + ଚ + ଛ = ର୍ଚ୍ଛ rchchha ମୂର୍ଚ୍ଛା
ର + ଣ + ଣ = ର୍ଣ୍ଣ rnna ସ୍ବର୍ଣ୍ଣ
ର + ତ + ତ = ର୍ତ୍ତ rtta କୀର୍ତ୍ତନ
ର + ଦ + ଦ = ର୍ଦ୍ଦ rdda ମର୍ଦ୍ଦନ
ର + ଦ + ଧ = ର୍ଦ୍ଧ rddha ଅର୍ଦ୍ଧଶତକ
ର + ତ + ସ = ର୍ତ୍ସ rtsa ଭର୍ତ୍ସନା
ର + ଦ + ର = ର୍ଦ୍ର rdra ଆର୍ଦ୍ର
ର + ଯ + ୟ = ର୍ଯ୍ୟ rjya ସୂର୍ଯ୍ୟ
ର + ଶ + ବ = ର୍ଶ୍ବ rshwa ପାର୍ଶ୍ବ
ଷ + କ + ର = ଷ୍କ୍ର shkra ନିଷ୍କ୍ରିୟ
ଷ + ଟ + ର = ଷ୍ଟ୍ର shtra ରାଷ୍ଟ୍ର
ଷ + ପ + ର = ଷ୍ପ୍ର shpra ନିଷ୍ପ୍ରୟୋଜନ
ସ + ତ + ର = ସ୍ତ୍ର stra ବସ୍ତ୍ର
ସ + ଥ + ୟ = ସ୍ଥ୍ୟ sthya ସ୍ବାସ୍ଥ୍ୟ
ନ+ତ+ର+ୟ = ନ୍ତ୍ର୍ୟ ntrya ସ୍ବାତନ୍ତ୍ର୍ୟ
ର+ତ+ତ+ୟ = ର୍ତ୍ତ୍ୟ rttya ମର୍ତ୍ତ୍ୟ
ର+ତ+ତ+ର = ର୍ତ୍ତ୍ର rttra ର୍ତ୍ତ୍ର
ର+ଦ+ଧ+ବ = ର୍ଦ୍ଧ୍ବ rddhwa ଉର୍ଦ୍ଧ୍ବ
..............................................
NUMBER - ସଂଖ୍ୟା |
1 |
୧ |
ଏକ |
2 |
୨ |
ଦୁଇ |
3 |
୩ |
ତିନି |
4 |
୪ |
ଚାରି |
5 |
୫ |
ପାଂଚ |
6 |
୬ |
ଛଅ |
7 |
୭ |
ସାତ |
8 |
୮ |
ଆଠ |
9 |
୯ |
ନଅ |
10 |
୧୦ |
ଦଶ |
11 |
୧୧ |
ଏଗାର |
12 |
୧୨ |
ବାର |
13 |
୧୩ |
ତେର |
14 |
୧୪ |
ଚଉଦ |
15 |
୧୫ |
ପନ୍ଦର |
16 |
୧୬ |
ଷୋହଳ |
17 |
୧୭ |
ସତର |
18 |
୧୮ |
ଅଠର |
19 |
୧୯ |
ଉଣେଇଶି |
20 |
୨୦ |
କୋଡ଼ିଏ |
21 |
୨୧ |
ଏକୋଇଶି |
22 |
୨୨ |
ବାଇଶି |
23 |
୨୩ |
ତେଇଶି |
24 |
୨୪ |
ଚବିଶି |
25 |
୨୫ |
ପଚିଶି |
26 |
୨୬ |
ଛବିଶି |
27 |
୨୭ |
ସତେଇଶି |
28 |
୨୮ |
ଅଠେଇଶି |
29 |
୨୯ |
ଅଣତିରିଶି |
30 |
୩୦ |
ତିରିଶି |
31 |
୩୧ |
ଏକତିରିଶି |
32 |
୩୨ |
ବତିଶି |
33 |
୩୩ |
ତେତିଶି |
34 |
୩୪ |
ଚଉତିରିଶି |
35 |
୩୫ |
ପଂଚତିରିଶି |
36 |
୩୬ |
ଛତିଶି |
37 |
୩୭ |
ସତତିରିଶି |
38 |
୩୮ |
ଅଠତିରିଶି |
39 |
୩୯ |
ଅଣଚାଳିଶି |
40 |
୪୦ |
ଚାଳିଶି |
41 |
୪୧ |
ଏକଚାଳିଶି |
42 |
୪୨ |
ବୟାଳିଶି |
43 |
୪୩ |
ତେୟାଳିଶି |
44 |
୪୪ |
ଚଉରାଳିଶି |
45 |
୪୫ |
ପଂଚଚାଳିଶି |
46 |
୪୬ |
ଛୟାଳିଶି |
47 |
୪୭ |
ସତଚାଳିଶି |
48 |
୪୮ |
ଅଠଚାଳିଶି |
49 |
୪୯ |
ଅଣଚାଶ |
50 |
୫୦ |
ପଚାଶ |
51 |
୫୧ |
ଏକାବନ |
52 |
୫୨ |
ବାବନ |
53 |
୫୩ |
ତେପନ |
54 |
୫୪ |
ଚଉବନ |
55 |
୫୫ |
ପଂଚାବନ |
56 |
୫୬ |
ଛପନ |
57 |
୫୭ |
ସତାବନ |
58 |
୫୮ |
ଅଠାବନ |
59 |
୫୯ |
ଅଣଷଠି |
60 |
୬୦ |
ଷାଠିଏ |
61 |
୬୧ |
ଏକଷଠି |
62 |
୬୨ |
ବାଷଠି |
63 |
୬୩ |
ତେଷଠି |
64 |
୬୪ |
ଚଉଷଠି |
65 |
୬୫ |
ପଂଚଷଠି |
66 |
୬୬ |
ଛଷଠି |
67 |
୬୭ |
ସତଷଠି |
68 |
୬୮ |
ଅଠଷଠି |
69 |
୬୯ |
ଅଣସ୍ତରି |
70 |
୭୦ |
ସତୁରି |
71 |
୭୧ |
ଏକସ୍ତରି |
72 |
୭୨ |
ବାସ୍ତରି |
73 |
୭୩ |
ତେସ୍ତରି |
74 |
୭୪ |
ଚଉସ୍ତରି |
75 |
୭୫ |
ପଂଚସ୍ତରି |
76 |
୭୬ |
ଛଅସ୍ତରି |
77 |
୭୭ |
ସତସ୍ତରି |
78 |
୭୮ |
ଅଠସ୍ତରି |
79 |
୭୯ |
ଅଣାଅଶୀ |
80 |
୮୦ |
ଅଶୀ |
81 |
୮୧ |
ଏକାଅଶୀ |
82 |
୮୨ |
ବୟାଅଶୀ |
83 |
୮୩ |
ତେୟାଅଶୀ |
84 |
୮୪ |
ଚଉରାଅଶୀ |
85 |
୮୫ |
ପଂଚାଅଶୀ |
86 |
୮୬ |
ଛୟାଅଶୀ |
87 |
୮୭ |
ସତାଅଶୀ |
88 |
୮୮ |
ଅଠାଅଶୀ |
89 |
୮୯ |
ଅଣାନବେ |
90 |
୯୦ |
ନବେ |
91 |
୯୧ |
ଏକାନବେ |
92 |
୯୨ |
ବୟାନବେ |
93 |
୯୩ |
ତେୟାନବେ |
94 |
୯୪ |
ଚଉରାନବେ |
95 |
୯୫ |
ପଂଚାନବେ |
96 |
୯୬ |
ଛୟାନବେ |
97 |
୯୭ |
ସତାନବେ |
98 |
୯୮ |
ଅଠାନବେ |
99 |
୯୯ |
ଅନେଶତ |
100 |
୧୦୦ |
ଏକ ଶହ |
.........................................................
1000 |
୧୦୦୦ |
ହଜାର |
10000 |
୧୦୦୦୦ |
ଅୟୁତ |
100000 |
୧୦୦୦୦୦ |
ଲକ୍ଷ |
1000000 |
୧୦୦୦୦୦୦ |
ନିୟୁତ |
10000000 |
୧୦୦୦୦୦୦୦ |
କୋଟି |
........................................................